ଛତିଶଗଡ଼ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ, CRPFର ୪ଜଣ ଯବାନ୍ ଗୁରୁତର
ମାଲକାନଗିରି(କେନ୍ଯୁଜ୍): ବଡ଼ ଧରଣର ବିସ୍ଫୋରଣ । ଛତିଶଗଡ଼ ରାୟପୁର ରେଲୱେ ଷ୍ଟେସନରେ ବିସ୍ଫୋରଣ। ଡିଟୋନେଟର ସ୍ଥାନାନ୍ତର ବେଳେ ବଗି ଭିତରେ ବିସ୍ଫୋରଣ। ଏଥିରେ CRPFର ୪ଜଣ ଯବାନ୍ ଗୁରୁତର ଆହତ ହୋଇଛନ୍ତି। ୨ ନମ୍ବର ଫ୍ଲାଟଫର୍ମରେ ଥିବା ସ୍ପେଶାଲ୍ ଟ୍ରେନ୍ରେ ବିସ୍ଫୋରଣ ହୋଇଛି। ଗୁରୁତର…