Below header
Browsing Tag

female IIC

ମହିଳା ଆଇଆଇସିଙ୍କ ଠାରୁ ଚେନ୍ ଲୁଟ ମାମଲା: ୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତ ଗିରଫ

ନୟାଗଡ଼ (କେନ୍ୟୁଜ): ନୟାଗଡ଼ରେ ମହିଳା ଆଇଆଇସିଙ୍କ ଠାରୁ ଦିନ ଦ୍ବିପହରରେ ସୁନା ଚେନ ଲୁଟି ନେବା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ। ପୂର୍ବତନ ଥାନା ଅଧିକାରୀଙ୍କ ସୁନା ଚେନ ଲୁଟର ୨୪ ଘଣ୍ଟା ଭିତରେ ଲୁଟେରାଙ୍କୁ କାବୁ କରିଛି ପୋଲିସ। ଖୋର୍ଦ୍ଧା ଅଞ୍ଚଳର ୨ ଲୁଟେରାଙ୍କୁ ଗିରଫ କରିଛି ଟାଉନ…