Below header
Browsing Tag

film news

ପ୍ରଥମ ଦିନରେ ବକ୍ସ ଅଫିସରେ ଧମାଲ କଲା କ୍ରିଷ୍ଟୋଫର ନୋଲେନଙ୍କ ‘ଓପନହାଇମର’

ଭାରତରେ କ୍ରିଷ୍ଟୋଫର ନୋଲେନଙ୍କ ‘ଓପନହାଇମର’ର ଏକ ଭିନ୍ନ କ୍ରେଜ୍‌ ଦେଖିବାକୁ ମିଳିଛି । ପ୍ରଥମ ଦିନରେ ଏହି ଫିଲ୍ମ ବ୍ଲକବଷ୍ଟର ହେବ ବୋଲି ଆଶା କରାଯାଉଛି । କିଛି ଦିନ ପୂର୍ବରୁ ରିଲିଜ ହୋଇଥିବା ଟମ କ୍ରୁଜଙ୍କ ‘ମିଶନ ଇମ୍ପଶିବଲ ୭’ ବକ୍ସ ଅଫିସରେ କମାଲ କରୁଥିବାବେଳେ ବର୍ତ୍ତମାନ ‘ଓପନହାଇମର’…

ମେରା ନାମ ଜୋକର ଫିଲ୍ମ ପାଇଁ କାଙ୍ଗାଳ ହୋଇଯାଇଥିଲେ ରାଜ କପୁର, ଜାଣନ୍ତୁ ଫିଲ୍ମ ସହ ଜଡିତ କିଛି ଖାସ କଥା

ପ୍ରଖ୍ୟାତ ଅଭିନେତା ରାଜ କପୁରଙ୍କ ଫିଲ୍ମ ’ମେରା ନାମ ଜୋକର’ ୧୯୭୦ ମସିହା ଡିସେମ୍ବର ୧୮ ତାରିଖରେ ରିଲିଜ ହୋଇଥିଲା । ଏଥିରେ ଧର୍ମେନ୍ଦ୍ର, ଋଷି କପୁର, ମନୋଜ କୁମାର, ଦାରା ସିଂହ ଓ ସିମି ଗ୍ରିବାଲଙ୍କ ଭଳି ସୁନ୍ଦର କଳାକାର ଅଭିନୟ କରିଥିଲେ । ହେଲେ ଏହି ଫିଲ୍ମ ବକ୍ସ ଅଫିସରେ ହିଟ ହୋଇ…