Browsing Tag

fire in cashew garden

ତେଲ୍‌କୋଇ : ଜଳିଗଲା ୨୦ ଏକର କାଜୁ ବଗିଚା

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ତେଲ୍‌କୋଇ ବ୍ଲକ୍‌ ଦେଉଳଡିହା ଓ ନୂଆଗଡ଼ ଗ୍ରାମରେ ୨୦ ଏକର କାଜୁ ବଗିଚା ଜଳିଯାଇଥିବା ଅଭିଯୋଗ ହୋଇଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଓ ବନ କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି । ମିଳିଥିବା…