Browsing Tag

fire in garage

ଭୁବନେଶ୍ୱର : ମାଲିକଙ୍କ ଆଖି ଆଗରେ ଜଳି ଗଲା ଘର ଗ୍ୟାରେଜ୍‌ରେ ଥିବା କାର୍‌, ବାଇକ୍‌ ଓ ସ୍କୁଟି

ଭୁବନେଶ୍ୱର (କେନ୍ୟୁଜ୍‌) : ରବିବାର ଛୁଟି ଦିନରେ ଆସିଲା ଦୁର୍ଭାଗ୍ୟ । ଘରେ ସମସ୍ତେ ଖାଇ ପିଇ ବେଶ୍‌ ଖୁସିରେ ଛୁଟି କଟାଉଥିବା ବେଳେ ଘଟିଲା ଦୁର୍ଘଟଣା । ଘର ବାହାରେ ଥିବା ଗ୍ୟାରେଜରେ କେମିତି କେଜାଣି ନିଆଁ ଲାଗିଗଲା । ଆଉ ହୁତ୍‌ହୁତ ହୋଇ ଜଳିଲା । ଘର ଲୋକଙ୍କ ଆଗରେ କାର୍‌ ସହ ଗୋଟିଏ…