Below header
Browsing Tag

fire mishaps

କଟକରେ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ, ଏଲପିଜି ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ

କଟକରେ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ । ବକ୍ସିବଜାର ପଟାପୋଲ ଅଞ୍ଚଳରେ ଜନୈକ ବ୍ୟକ୍ତିଙ୍କ ଘରେ ଏଲ ପି ଜି ଗ୍ୟାସ ସିଲିଣ୍ଡର ଲିକ ହୋଇ ଲାଗିଲା ନିଆଁ। ନିଆଁ ଲାଗି ଘର ଜଳୁଥିବା ସମୟରେ ଫାଟିଲା ଘର ଭିତରେ ଥିବା ଗ୍ୟାସ ସିଲିଣ୍ଡର। ଜଣେ ବ୍ୟକ୍ତିଙ୍କ ଉପର ମହଲାରେ ଥିବା ଆଜବେଷ୍ଟ ଘରେ ଏହି…

ଦୀପାବଳିରେ ବାଣ ପାଇଁ ୧୭ଟି ଜାଗାରେ ଅଗ୍ନିକାଣ୍ଡ, କେଉଁଠି ଘର ତ ଆଉ କେଉଁଠି ଜଳାଯାଇଛି ଦୋକାନ

ଭୁବନେଶ୍ୱର (କେନ୍ୟୁଜ): ଦୀପାବଳିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଜନିତ ଅଘଟଣ । ୧୭ଟି ଜାଗାରେ ଅଗ୍ନିକାଣ୍ଡ। କେଉଁଠି ଘର ତ ଆଉ କେଉଁଠି ଜଳାଯାଇଛି ଦୋକାନ ଘର । ରାଜଧାନୀର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣରେ ଶତାଧିକ ଆହତ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୧୦୦ରୁ ଅଧିକ…