Browsing Tag

First aid

କରେଣ୍ଟ ଲାଗିଲେ ରୋଗୀକୁ ଡାକ୍ତରଙ୍କ ପାଖକୁ ନେବା ପୂର୍ବରୁ ତୁରନ୍ତ କରନ୍ତୁ ଏହି ୬ଟି ପ୍ରାଥମିକ ଚିକିତ୍ସା

ଅନେକ ସମୟରେ ଘରେ ଛୋଟମୋଟ କାମ କଲା ବେଳେ ବିଜୁଳି ଝଟକା ଲାଗିଯାଇଥାଏ। ଏହି ସମୟରେ ଆମେ ଜାଣିପାରୁ ନାହୁଁ ଯେ ତତକ୍ଷଣାତ କ'ଣ କରାଯିବ। ଆଜି ଆମେ ଆପଣଙ୍କୁ କିଛି ତରିକା ବିଷୟରେ କହିବୁ, ଯଦ୍ଦ୍ୱାରା ଆପଣ ରୋଗୀକୁ ଡାକ୍ତରଙ୍କ ପାଖକୁ ନେବା ପୂର୍ବରୁ ଘରେ ପ୍ରାଥମିକ ଚିକିତ୍ସା କରିପାରିବେ। ଏଭଳି…