Browsing Tag

forester suspended

ଜବତ ଗାଡ଼ିକୁ ରିଲିଜ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଫରେଷ୍ଟର ନିଲମ୍ବିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବାଙ୍କୀ ଫରେଷ୍ଟର ବିଜୟ କୁମାର କୋଠି ନିଲମ୍ବିତ ହୋଇଥିବା ଜଣାଯାଇଛି। ରାଉରକେଲା ଡି ଏଫ ଓ ସଞ୍ଜୟ କୁମାର ସ୍ବାଇଁ ତାଙ୍କୁ ନିଲମ୍ବନ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଏକ ଜବତ ଗାଡ଼ିକୁ ରିଲିଜ କରିବା ପାଇଁ ଗତ ୧୯ ତାରିଖରେ ୧୦ ହଜାର ଟଙ୍କା ଲାଞ୍ଚ…