Below header
Browsing Tag

fourth wave

କରୋନାର ଚତୁର୍ଥ ଲହରରେ ଆପଣଙ୍କ ଦାନ୍ତକୁ ବିପଦ! ଏହି ୬ଟି ଲକ୍ଷଣକୁ କେବେ ବି କରନ୍ତୁନି ଅଣଦେଖା

କୋଭିଡ୍‌-୧୯ର ତୃତୀୟ ଲହର ପରଠାରୁ ମାମଲା ଧୀରେ ଧୀରେ କମିବାରେ ଲାଗିଥିଲା। କିନ୍ତୁ ଏବେ କରୋନା ପୁଣିଥରେ ନିଜର କାୟା ବିସ୍ତାର କରୁଛି। ୟୁରୋପ ଏବଂ ଏସିଆ ଦେଶଗୁଡ଼ିକରେ ମାମଲା ଲଗାତାର ବଢ଼ିବାରେ ଲାଗିଛି, ଯେଉଁ କାରଣରୁ ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି ଯେ କରୋନାର ଚତୁର୍ଥ ଲହର ଅନ୍ୟ ବଡ଼…

ଭାରତରେ ସରିନି ତୃତୀୟ ଲହର କିନ୍ତୁ ବିଶ୍ୱର କିଛି ସ୍ଥାନରେ ଦେଖାଦେଲାଣି କୋଭିଡ ଚତୁର୍ଥ ଲହର

କେନ୍ୟୁଜ୍(ବ୍ୟୁରୋ): ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର କମ୍‌ ମାରାତ୍ମକ । କାମ ଦେଇଛି ଟିକା । ସେକେଣ୍ଡ ୱେଭ ଅପେକ୍ଷା ଥାର୍ଡ  ୱେଭରେ ଆକ୍ଟିଭ କେସ୍‌ ଓ ମୃତ୍ୟୁ ସଂଖ୍ୟା କମ୍‌ ରହିଛି । କାରଣ ବଢ଼ିଛି ଟିକା ନେଇଥିବା ଜନସଂଖ୍ୟା । ସମ୍ପୂର୍ଣ୍ଣ ଟିକା ନେଇଥିବା ବ୍ୟକ୍ତଙ୍କ ପାଖରେ ରୋଗର…