ପାଗଳ ବିଲୁଆକୁ ତଡିବା ପାଇଁ ସମସ୍ତଙ୍କ ହାତରେ ଠେଙ୍ଗା
କାକଟପୁର: ସମସ୍ତଙ୍କ ହାତରେ ଠେଙ୍ଗା ହେଲେ କଣ ପାଇଁ? କଣ ଚୋର ଜଗିବାକୁ ନା ଶତ୍ରୁ ସହ ଲଢିବାକୁ ନା ଗାଁରେ କିଛି ଘଟିଛି ଗଣ୍ଡଗୋଳ? ନା ଯୁଦ୍ଧ ପାଇଁ ଏ ସଜବାଜ ଗାଁରେ ମାତିଥିବା ବିଲୁଆ ପାଇଁ । ରାତି ହେଉ ଅବା ଦିନ ଗାଁ ଭିତରକୁ ପଶି ଆସୁଛନ୍ତି ବିଲୁଆ । ତା ପୁଣି ପାଗଳ ବିଲୁଆ । ବିଲୁଆଙ୍କ…