Below header

ଭାରସାମ୍ୟ ହରାଇ ଓଲଟିଲା ପିଆଜ ବୋଝେଇ ଟ୍ରକ୍, ଡ୍ରାଇଭରଙ୍କ ସ୍ତ୍ରୀ ଓ ଦୁଇ ଶିଶୁ ଆହତ

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ପିଆଜ ବୋଝେଇ ଟ୍ରକ । ଫଳରେ ଡ୍ରାଇଭରଙ୍କ ସ୍ତ୍ରୀ ଓ ଦୁଇ ଶିଶୁ ଆହତ ହୋଇଛନ୍ତି । ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କେନ୍ଦୁଝର ଜାତୀୟ ରାଜପଥ ନାଶିକରୁ ପିଆଜ ନେଇ ଟାଟା ଯାଉଥିଲା ଟ୍ରକ୍ । ଏହି ସମୟରେ ଟ୍ରକଟି ଜୁଡିଆ ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିପଡିଛି।

କେନ୍ଦୁଝର (କେନ୍ୟୁଜ): ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ପିଆଜ ବୋଝେଇ ଟ୍ରକ ।  ଫଳରେ ଡ୍ରାଇଭରଙ୍କ ସ୍ତ୍ରୀ ଓ ଦୁଇ ଶିଶୁ ଆହତ ହୋଇଛନ୍ତି ।  ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଥାଉକି, କେନ୍ଦୁଝର ଜାତୀୟ ରାଜପଥ ନାଶିକରୁ ପିଆଜ ନେଇ ଟାଟା ଯାଉଥିଲା ଟ୍ରକ୍ । ଏହି ସମୟରେ ଟ୍ରକଟି ଜୁଡିଆ ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିପଡିଛି। ଟ୍ରକଟି ଓଲଟି ପଡିବା ସମୟରେ ଜାତୀୟ ରାଜପଥର ଅପରପାର୍ଶ୍ଵରେ ଯାଉଥିବା ଆଉ ଏକ ଟ୍ରକ ସାମ୍ନାରେ ପିଆଜ ବସ୍ତା ସବୁ ପଡିଥିଲା ।  ଏଥିରେ ଟ୍ରକର କିଛି କ୍ଷତି ହୋଇନଥିଲେ ସୁଦ୍ଧା ଟ୍ରକ ଆଗକୁ ଯାଇ ନ ପାରି ସେଠାରେ ଅଟକି ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚିତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.