Browsing Tag

free bus service

ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବସ୍ ସେବା, ଅରବିନ୍ଦ କେଜ୍ରିୱାଲ ଦେଲେ ଆଉ ଏକ ନିର୍ବାଚନୀ ପ୍ରତିଶ୍ରୁତି

ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବସ୍ ସେବା । ଏଣିକି ସେମାନେ ମାଗଣାରେ ବସ୍ ଯାତ୍ରା କରିପାରିବେ । ଏହି ଘୋଷଣା କରିଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି)ର ସଂଯୋଜକ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଆଉ…

ସରକାରଙ୍କ ରାକ୍ଷୀ ଭେଟି, ୨ ଦିନ ମାଗଣାରେ ବସ୍‌ ଯାତ୍ରା କରିବେ ରାଜ୍ୟର ମହିଳା

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥର ମଧ୍ୟ ରକ୍ଷାବନ୍ଧନ ଉତ୍ସବ ଅବସରରେ ରାଜ୍ୟର ମା’ ଓ ଭଉଣୀମାନଙ୍କ ପାଇଁ ବସ୍ ଯାତ୍ରା ମାଗଣା କରିଛନ୍ତି । ଅଗଷ୍ଟ ୧୮ ତାରିଖ ମଧ୍ୟରାତ୍ରି ୧୨ଟାରୁ ୧୯ ତାରିଖ ମଧ୍ୟରାତ୍ରି ୧୨ଟା ପର୍ଯ୍ୟନ୍ତ ମହିଳାମାନେ ରୋଡୱେଜ୍‌ ବସ୍‌ରେ ମାଗଣା ଯାତ୍ରା…

ପ୍ରତିଶ୍ରୁତି ପୂରଣ କଲେ ତେଲଙ୍ଗାନା ସରକାର, ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଆରମ୍ଭ ହେଲା ମାଗଣା ବସ୍‌ ଯାତ୍ରା

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ତ ରେଡ୍ଡୀ ସରକାର ଗଢିଛନ୍ତି । ଏହା ପରେ ରାଜ୍ୟ ପରିବହନ ନିଗମ ବସ୍‌ରେ ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ଯାତ୍ରା କରିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି ସରକାର । ରାଜ୍ୟ ସରକାର ଏହାକୁ ନେଇ ଆଦେଶ ଜାରି କରିଛି । ଏହା ପୂର୍ବରୁ ବିଧାନସଭା…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପୁରୀରୁ ଭୁବନେଶ୍ୱର, କଟକ ଓ କୋଲକାତାକୁ ମାଗଣା ବସ୍‌ ସେବା

ଭୁବନେଶ୍ୱର(କେନ୍ୟୁଜ): କୋଲକାତାକୁ ମାଗଣା ବସ୍‌ ସେବା । ଦୁର୍ଘଟଣା ପରେ କୋଲକାତାକୁ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର ଓ କଟକରୁ କୋଲକାତାକୁ ମାଗଣା ବସ୍‌ ସେବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆଜିଠାରୁ ମାଗଣା…