Browsing Tag

fried rice

ବଳକା ଭାତରେ ଏପରି ବନାନ୍ତୁ ସ୍ୱାଦିଷ୍ଟ ଏବଂ ଚଟପଟା ଫ୍ରାଏଡ ରାଇସ୍‌

ଫ୍ରାଏଡ ରାଇସ୍‌ ଏକ ସୁସ୍ୱାଦୁ ଭୋଜନ। ଯାହାକୁ ଲୋକେ ବହୁତ ପସନ୍ଦରେ ଖାଇଥାନ୍ତି ଆଉ ଏହା ବନାଇବାକୁ ବି ବହୁତ ସହଜ ହୋଇଥାଏ। ଅଳ୍ପ ପରିଶ୍ରମରେ ଏହା ଜଲଦି ପ୍ରସ୍ତୁତ ହୋଇଯାଉଥିବା ରେସିପି। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଦୁଇ ଜଣ ଲୋକଙ୍କ ପାଇଁ  ଆବଶ୍ୟକ…