ଗରମା ଗରମ ରୁଟି ସହ ଖାଆନ୍ତୁ ଆଳୁ ଗାଜର ସବଜି, ମିନିଟରେ ହେବ ପ୍ରସ୍ତୁତ
ଯଦି ଆପଣଙ୍କୁ କିଛି ଚଟପଟା ଖାଇବାକୁ ମନ କରୁଛି ତାହେଲେ ଗାଜର ଓ ଆଳୁର ସବଜି ବନାଇପାରିବେ ଏହା ବହୁତ ସ୍ୱାଦିଷ୍ଟ ହେବା ସହିତ ହେଲଦି ବି ହୋଇଥାଏ। ଏହାସହିତ ଏହାକୁ ବନାଇବାରେ ଜମା ବି ଅଧିକ ସମୟ ଲାଗେ ନାହିଁ। ବହୁତ କମ୍ ସମୟରେ ଆପଣ ଏହାକୁ ବନାଇ ଗରମା ଗରମ ରୁଟି ସହିତ ଖାଇପାରିବେ। ତେବେ…