Below header
Browsing Tag

gang rape case in cuttack

କଟକ: ଗତିରାଉତ ପାଟଣା କୁକୁଡା ଫାର୍ମରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୨୪ ଘଣ୍ଟାରେ ଦୁଇ ଅଭିଯୁକ୍ତ ଗିରଫ

କଟକ: ଗତିରାଉତ ପାଟଣା କୁକୁଡା ଫାର୍ମରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ଚାଉଳିଆଗଞ୍ଜ ପୋଲିସ। ଅଭିଯୁକ୍ତ ଦୁଇ ଜଣ ସନ୍ତୋଷ ବେହେରା ଓ ରାକେଶ ରାଉତ। ୨୪ ଘଣ୍ଟା ମଧ୍ୟରେ ଗିରଫ କରାଯାଇଥିବାରୁ କଟକ ପୋଲିସଙ୍କୁ ପ୍ରଶଂସା କଲେ ପୋଲିସ କମିଶନର।…