Below header
Browsing Tag

ganzei seized

ମାଲକାନଗିରି : ୨କୋଟି ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି :  ୨୧ଶହ କେଜି ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ । ଚିତ୍ରକୋଣ୍ଡା ଓ ଓ ବାଲିମେଳା ଥାନା ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ତା ସହ ଗୋଟିଏ ପିକଅପ୍‌ ଭ୍ୟାନ୍‌ ଓ ଗୋଟିଏ ଟ୍ରକ ଜବତ କରିଛି ପୋଲିସ।…