ମାଲକାନଗିରି : ୨କୋଟି ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି :  ୨୧ଶହ କେଜି ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ । ଚିତ୍ରକୋଣ୍ଡା ଓ ଓ ବାଲିମେଳା ଥାନା ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ତା ସହ ଗୋଟିଏ ପିକଅପ୍‌ ଭ୍ୟାନ୍‌ ଓ ଗୋଟିଏ ଟ୍ରକ ଜବତ କରିଛି ପୋଲିସ। ଆନ୍ଧ୍ରରୁ ମହାରାଷ୍ଟ୍ରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.