Below header
Browsing Tag

gas cylinder rate

ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ବସ୍ତି: ଆଜିଠୁ କମିଲା ଏଲପିଜି ଦର

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ବସ୍ତି । ଅଏଲ ମାର୍କେଟିଂ କମ୍ପାନୀମାନେ ୧ ଜୁଲାଇରୁ ଏଲପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି । ସୂଚନା ଥାଉକି, ଏଲପିଜି ସିଲିଣ୍ଡରର ଦର ୧୯୮କୁ ହ୍ରାସ ପାଇଛି। ତେବେ ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ୧୯ କିଲୋର କମର୍ସିଆଲ ସିଲିଣ୍ଡରର ଦର…

ସାଧାରଣ ଜନତାଙ୍କୁ ଝଟକା, ଆଜିଠାରୁ ୭୬ଟଙ୍କା ମହଙ୍ଗା ହେଲା ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜିଠୁ ବଢିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ । ଲଗାତାର ତିନି ମାସ ହେବ ଗ୍ୟାସ୍ ସିଲିଣ୍ଡର ଦର ବଢିବାରେ ଲାଗିଛି । ଯାହାଫଳରେ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡିଛି । ଦେଶର ପ୍ରମୁଖ ମହାନଗରରେ ବିନା ସବସିଡି  ଗ୍ୟାସ୍ ସିଲିଣ୍ଡର ପାଖାପାଖି ୭୬ଟଙ୍କା ମହଙ୍ଗା…