Below header
Browsing Tag

gates open

ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ର ଚାଲାକି: କଲମାର ୨୦ଟି ଗେଟ୍ ଦେଇ ଛାଡିଲା ପାଣି

ଭୁବନେଶ୍ୱର (କେନ୍ୟୁଜ): ଶେଷରେ ଛତିଶଗଡ଼ ଛାଡିଲା ପାଣି । ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଚାଲାକି କଲା ଛତିଶଗଡ଼ । ଖୋଲିଲା କଲମାର ୨୦ଟି ଗେଟ୍‌ । ଆସନ୍ତା ୨୯ ତାରିଖରେ ଛତିଶଗଡ଼ରେ ଦ୍ଵିତୀୟ ପର୍ଯ୍ୟାୟ ଗସ୍ତ କରିବେ ଟ୍ରିବ୍ୟୁନାଲ । ଏହା ପୂର୍ବରୁ ଟ୍ରିବ୍ୟୁନାଲକୁ ଭ୍ରମିତ କରିବା ପାଇଁ ବଡ ଚାଲ୍‌…