Browsing Tag

girl died

ବିଷାକ୍ତ ସାପ କାମୁଡ଼ାରେ ୯ବର୍ଷ କୁନି ଝିଅର ମୃତ୍ୟୁ, ଶୋଇଥିବା ସମୟରେ ଘଟିଲା ଏଭଳି ଅଘଟଣ

କଣ୍ଟାବାଞ୍ଜି: ଦୁନିଆ କଣ ଜାଣିବା ଆଗରୁ ସବୁ ଶେଷ ହୋଇଗଲା । ରାତିରେ କୁନି ଝିଅଟି ଶୋଇଥିବା ବେଳେ ହଠାତ ଏକ ବିଷାକ୍ତ ସାପ କେଉଁଠି ଥିଲା କେଜାଣି କୁନି ଝିଅକୁ କାମୁଡ଼ି ଦେଲା । ଆଉ ତା ପରେ କାନ୍ଦ ବୋବାଳିରେ ଫାଟିଗଲା ସାରା ଘର । ସଙ୍ଗେ ସଙ୍ଗେ କୁନି ଝିଅକୁ ଡାକ୍ତରଖାନାକୁ ନେଇଥିଲେ ।…

ସୋରଡା: ସାପ କାମୁଡାରେ ୯ ବର୍ଷର ଶିଶୁକନ୍ୟାର ମୃତ୍ୟୁ

ସୋରଡା (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଲକ୍ଷ୍ମୀପୁର ଗ୍ରାମରେ ସାପ କାମୁଡାରେ ୯ ବର୍ଷ ବାଳିକାର ମୃତ୍ୟୁ ହୋଇଛି । ମୃତ ବାଳିକା ଜଣଙ୍କ ହେଲେ ଆଦ୍ୟାସା ନାୟକ । ସୂଚନା ମୁତାବକ ଆଦ୍ୟାଶା ଶୋଇଥିବା ବେଳେ ଭୋର ୩ଟା ସମୟରେ ପେଟକୁ ଧରି ଚିତ୍କାର କରିଥିଲେ । ଏହି ସମୟରେ ବାପା ଧୋବା…

ବିଦ୍ୟୁତ ତାର ଲାଗି ଝିଅ ମୃତ, ବଞ୍ଚାଇବାକୁ ଯାଇ ୪ ଗୁରୁତର

ପାରାଦୀପ (କେନ୍ୟୁଜ): ବିଦ୍ୟୁତ ତାର ଲାଗି ଝିଅ ମୃତ, ୪ ଗୁରୁତର । ପାରାଦୀପ କୁଜଙ୍ଗ ବାଲିସାହିରେ ଅଭାବନୀୟ ଘଟଣା । ଝିଅକୁ ବଞ୍ଚାଇବାକୁ ଯାଇ ବାପାମାଆ, ଦାଦା ଓ ଜଣେ ପଡ଼ୋଶୀ ଗୁରୁତର ହୋଇଛନ୍ତି । ୪ ଗୁରୁତର କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଦୁଆଡିଆ ବାଲିସାହି ଗାଁର ରାନୁ…

କୋରାପୁଟ ଟାଉପଦର ଗାଁରେ ଅଭାବନୀୟ ଘଟଣା, ବାପାର ଚାପୁଡା ମାଡ଼ରେ ୬ବର୍ଷର ଝିଅ ମୃତ

କୋରାପୁଟ: ବାପାର ଚାପୁଡା ମାଡ଼ରେ ୬ବର୍ଷର ଝିଅ ମୃତ । କୋରାପୁଟ ପଟାଙ୍ଗି ଥାନା ଟାଉପଦର ଗାଁର ଘଟଣା । ଝିଅର ମୃତ୍ୟୁ ପରେ ତାକୁ ପୋତିଦେଇଥିଲା ବାପା । ଏହାପରେ ପଟାଙ୍ଗି ଥାନାରେ ନିଖୋଜ ନେଇ ଏତଲା ଦେଇଥିଲା ବାପା । ହତ୍ୟାକୁ ଲୁଚାଇବା ପାଇଁ ନିଖୋଜ ଏତଲା ଦେଇଥିଲା । ଦେଓମାଳି ପାହଡ଼ ତଳେ…