Browsing Tag

gold snatching

ରାଜଧାନୀରେ ପୁଣି ମାତିଲେ କଳା ପଲସର ଡକାୟତ, ବନ୍ଧୁକ ଦେଖାଇ ଦମ୍ପତିଙ୍କଠାରୁ ଲୁଟିଲେ ସୁନାଚେନ୍‌

ଭୁବନେଶ୍ବର(କେନ୍ୟୁଜ୍):  ବନ୍ଧୁକ ଦେଖାଇ ଦମ୍ପତିଙ୍କଠୁ ସୁନାଚେନ୍‌ ଲୁଟ୍‌ । ୪ ଜଣ ଲୁଟେରା କଳା ପଲସରରେ ଆସି ବନ୍ଧୁକ ଦେଖାଇ ଲୁଟ୍‌ କରିଛନ୍ତି। ଭୁବନେଶ୍ୱର ନୟାପଲ୍ଲୀ ଥାନା ବିଜୁ ପଟ୍ଟନାୟକଙ୍କ କଲେଜ ଛକରେ ଏହି ଘଟଣା ଘଟିଛି। ନବରଙ୍ଗପୁର ଅଞ୍ଚଳର ଦମ୍ପତି ଝିଅର ଚିକିତ୍ସା ପାଇଁ…