Below header
Browsing Tag

Golden Foot 2020 Award

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ମିଳିଲା ଆଉ ଏକ ସଫଳତା, ଜିତିଲେ ଫୁଟବଲ ଦୁନିଆର ସମ୍ମାନଜନକ ‘ଗୋଲଡେନ ଫୁଟ୍ ୨୦୨୦ ଆୱାର୍ଡ’

ଫୁଟବଲ ଜଗତର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ମିଳିଛି ଆଉ ଏକ ସଫଳତା। ଫୁଟବଲ ଦୁନିଆର ସମ୍ମାନଜନକ ଗୋଲଡେନ୍ ଫୁଟ୍ ୨୦୨୦ ଆଓ୍ବାର୍ଡ ପାଇଛନ୍ତି ରୋନାଲ୍ଡୋ। ଫୁଟବଲ ମଇଦାନରେ ଭଲ ପ୍ରଦର୍ଶନ ଓ ଉତ୍ତମ ସ୍ବଭାବ ପାଇଁ ସେ ଏହି ଆୱାର୍ଡ ମିଳିଛି। ସେ ୧୮ ତମ ଖେଳାଳି ଭାବେ ଏହି ଆଓ୍ବାର୍ଡର…