ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଗୁଗଲ ଓ ଫେସବୁକ ମହିଳାଙ୍କୁ ଜଣାଇଲା ସମ୍ମାନ, ଡୁଡୁଲ୍ସ କରି ଦେଲା ଅଭିନନ୍ଦନ
ମାର୍ଚ୍ଚ ୮ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ। ଏହି ଉପଲକ୍ଷେ ବିଶ୍ବର ପ୍ରମୁଖ ଟେକ୍ କମ୍ପାନୀ ଗୁଗଲ ଏବଂ ଫେସବୁକ ମହିଳାମାନଙ୍କ ପାଇଁ ବିଶେଷ ଡୁଡୁଲ୍ କରି ଶୁଭେଚ୍ଛା ଜଣାଇଛି। ଗୁଗଲ ଡୁଡୁଲ୍ସ ଜରିଆରେ ସମ୍ମାନ ଜଣାଇବା ସହିତ ଫେସବୁକ ମୋବାଇଲ ଆପ୍ ଲୋଗେରେ ବିଭିନ୍ନ ମହିଳାଙ୍କୁ ସମ୍ମାନ ଜଣାଇଛି।…