ଜୁନ ୨୭ରୁ ବଜାରରେ ଉପଲବ୍ଧ ହେବ ପିକ୍ସେଲ ଫୋଲ୍ଡ, ଦାମ୍ ପ୍ରାୟ ୧ ଲକ୍ଷ ୫୦ ହଜାର
କେନ୍ୟୁଜ୍(ବ୍ୟୁରୋ): ଗୁଗୁଲ ଲଞ୍ଚ କରିବ ଏହାର ପ୍ରଥମ ଫୋଲ୍ଡ ଏବଲ ସ୍ମାର୍ଟଫୋନ । ଜୁନ ମାସରେ ଏହା ବଜାରକୁ ଆସିବାକୁ ଯାଉଛି । ମେ ୧୦ ତାରିଖରେ ହେବାକୁ ଥିବା ଗୁଗୁଲ ଆଇଓ ଇଭେଣ୍ଟରେ ଏହି ଫୋନର ଘୋଷଣା କରିବ କମ୍ପାନୀ । ଗୁଗୁଲ ଷ୍ଟୋରରେ ମେ ୧୦ ତାରିଖରେ ଏହି ଫୋନର ପ୍ରି ଅଡର ଉପଲବ୍ଧ ହେବ ।…