Below header
Browsing Tag

Google Pixel 7a

ମେ ୧୦ରେ ଗୁଗୁଲ I/O ଇଭେଣ୍ଟ, ଆସନ୍ତୁ ଜାଣିବା କଣ ରହିଛି ସୁନ୍ଦର ପିଚାଇଙ୍କ ମୁଣିରେ

କେନ୍ୟୁଜ୍‌(ବ୍ୟୁରୋ): ମେ ୧୦ରେ ଗୁଗୁଲ I/O ଇଭେଣ୍ଟ । କମ୍ପାନୀ ପକ୍ଷରୁ ଏହାର ଡଭଲପର କନଫରେନ୍ସରେ ନୂଆ ପ୍ରଡକ୍ଟ ସବୁର ଘୋଷଣା କରାଯିବ । ଯାହାକୁ ଅନାଇ ବସିଛନ୍ତି ଗୁଗୁଲର ଗରାଖ । କମ୍ପାନୀ ମୁଖ୍ୟ ସୁନ୍ଦର ପିଚାଇ ନୂଆ ନୂଆ ଡଭଲପମେଣ୍ଟ ବାବଦରେ ଘୋଷଣା କରିପାରନ୍ତି । ଏବେ ସେହି…

ମେ ୧୧ରୁ ଭାରତୀୟ ବଜାରକୁ ଆସୁଛି Google Pixelର ନୂଆଁ ଫୋନ, ଏହି ଫୋନ Google Pixel 7a କି!

କେନ୍ୟୁଜ୍‌(ବ୍ୟୁରୋ): ମେ ୧୧ରୁ ଭାରତୀୟ ବଜାରରେ ମିଳିବ Google Pixel 7a । ଗୁଗୁଲ ଇଣ୍ଡିଆ ପକ୍ଷରୁ ଟ୍ଵିଟ ମାଧ୍ୟରେ ଏହା ଘୋଷଣା କରାଯାଇଛି । ଟ୍ଵିଟ କରି ଲେଖାଯାଇଛି ମେ ୧୧ରେ ଏକ ନୂଆ ପିକ୍ସେଲ ଫୋନକୁ ଭାରତରେ ଲଞ୍ଚ କରାଯିବ । ଗୁଗୁଲ ପକ୍ଷରୁ ପିକ୍ସେଲ 7ଏ ଲଞ୍ଚ ହେବା ନେଇ ସ୍ପଷ୍ଟ…