Below header
Browsing Tag

gst on vaccine

ଟିକା ଉପରୁ ଜିଏସ୍‌ଟି ଛାଡ କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଟିକା ଉପରୁ ଜିଏସ୍‌ଟି ଛାଡ କର। ବିଭିନ୍ନ ସେସ୍‌ ଓ ସରଚାର୍ଜରୁ ସଂଗ୍ରହ ହେଉଥିବା ରାଜସ୍ୱରେ ରାଜ୍ୟର ଅଂଶ ରହୁ । ଏହି ପ୍ରସ୍ତାବ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ…