ଯଦି ଆପଣଙ୍କୁ ମଧ୍ୟ ଲାଇଟ ଲଗାଇ ଶୋଇବାର ଅଭ୍ୟାସ ଅଛି ତାହେଲେ ବିପଦକୁ ନିମନ୍ତ୍ରଣ ଦେଉଛନ୍ତି ଆପଣ
କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ସାରାଦିନ କାମ କଲାପରେ ଏତେ ମାତ୍ରାରେ ଥକି ଯାଇଥାନ୍ତି ଯେ ଶୋଇବା ପୂର୍ବରୁ ଲାଇଟ ଅଫ କରିବାକୁ ମଧ୍ୟ ଭୁଲିଯାଇଥାନ୍ତି ଏବଂ ଲାଇଟ ଅନ ଥିବା ସମୟରେ ଶୋଇପଡିଥାନ୍ତି । କିନ୍ତୁ ଯଦି ଆପଣ ମଧ୍ୟ ଏପରି କରୁଛନ୍ତି ତାହେଲେ ଜାଣିରଖନ୍ତୁ ଯେ ଏହା ଆପଣଙ୍କ ପାଇଁ…