Below header
Browsing Tag

hairstyle

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହିଳାଙ୍କ ହେୟାର ଷ୍ଟାଇଲ୍‌, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆପଣମାନେ ତ ଜାଣିଥିବେ ଯେ ମଣିଷଙ୍କ ଲୁକ୍‌କୁ କୁଲ୍‌ କରିବାରେ କେଶ ବହୁତ ସାହାଯ୍ୟ କରିଥାଏ । ସେଥିପାଇଁ ଲୋକମାନେ ମୁହଁ ଏବଂ ଫେସ୍‌ କଟ୍‌ ଅନୁଯାୟୀ କେଶ ରଖନ୍ତି । କିଛି ଲୋକ ଲମ୍ବା କେଶ ରଖିବାକୁ ଭଲ ପାଆନ୍ତି ଏବଂ କିଛି ଲୋକ ଛୋଟ କେଶ ରଖିବାକୁ ପସନ୍ଦ କରନ୍ତି । ତେବେ ଲୋକମାନେ ସେମାନଙ୍କର…

କିମ୍‌-ଜୋଙ୍ଗଙ୍କ ନୂଆ ନିୟମ: ୨୦ରୁ ୩୦ ବର୍ଷର ଝିଅ ମାନେ ଟାଇଟ୍‌ ପ୍ୟାଣ୍ଟ୍‌ ପିନ୍ଧିଲେ ମିଳିବ ଏମିତି ଦଣ୍ଡ

ନୂଆଦିଲ୍ଲୀ : ଉତ୍ତର କୋରିଆ ହେଉଛି ବିଶ୍ୱର ସବୁଠାରୁ ଗୁପ୍ତ ଦେଶ। ଏଠାରେ ସବୁକିଛି ଏକଛତ୍ରବାଦୀ ଶାସକ କିମ୍‌-ଜୋଙ୍ଗ୍‌-ଉନ୍‌ଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏକ ଅଜବ ପ୍ରତିବନ୍ଧକ ପାଇଁ ଉତ୍ତର କୋରିଆ ସମଗ୍ର ବିଶ୍ୱରେ ସମାଲୋଚିତ ହୋଇଛି । ଏହାର ଏକଛତ୍ରବାଦୀ ଶାସକ…