Browsing Tag

hand made tower

କନ୍ଧମାଳ: କର୍ଣ୍ଣପାତ କଲା ନାହିଁ ପ୍ରଶାସନ, ଶେଷରେ ପୁରୁଣା ନଳକୂପ ପାଇପରେ ଗ୍ରାମବାସୀ କଲେ ମିନି ମୋବାଇଲ ଟାଓ୍ଵାର

ଫୁଲବାଣୀ: ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କିଛି ଶୁଣିଲାନି । ଶେଷରେ ନୁଳକୂପରୁ ବାହାରୁଥିବା ପୂରୁଣା ପାଇପରେ ମିନି ମୋବାଇଲ ଟାଓ୍ଵାର ତିଆରି କରିବାକୁ ଉଦ୍ୟମ କଲେ ସ୍ଥାନୀୟ ଯୁବକ । ଆଉ ଏଥିରେ ସହଯୋଗର ହାତ ବଢାଇଲେ ସ୍ଥାନୀୟ ବିଡିଓ । ମିନି ଟାଓ୍ଵାର ନିର୍ମାଣ ପରେ ବିଏସଏନଏଲ…