Below header
Browsing Tag

hanging dead body recovered

ଝାଉଁ ଗଛରେ ଝୁଲୁଛି ଅଟୋ ଚାଳକଙ୍କ ମୃତଦେହ

ପାରାଦୀପ(କେନ୍ୟୁଜ୍): ଗଛରେ ଝୁଲୁଛି ମୃତଦେହ । ପାରାଦୀପ ଷଣ୍ଢକୁଦ ଜଙ୍ଗଲ ବିଟ ହାଉସ ନିକଟରେ ସନ୍ଦେହ ଜନକ ଭାବରେ ଗଛରେ ଜଣଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଝୁଲୁଥିବା ମୃତଦେହଟି ଜଣେ ଅଟୋ ଚାଳକଙ୍କ ହୋଇଥିବାବେଳେ ତାଙ୍କ ନାମ କୈଳାଶ ପରିଡା । ସେ ବୃନ୍ଦାବନ କଲୋନୀ ଏକ ନମ୍ବରରେ…

୯ ବର୍ଷ ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର , ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

କାମାକ୍ଷାନଗର(କେନ୍ୟୁଜ୍‌) : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଭେଜିଆ ଶିବ ମନ୍ଦିର ନିକଟରେ ଆଜି ଅପରାହ୍ଣରେ ଜଣେ ୯ବର୍ଷର ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ଝିଅର ମା’ କବିତା ଭୋଇ ମୋଟଗାଁ ଥାନା ସିରିଡି ଗାଁର ଭେଜିଆ…