ଘରେ ଗୋଟିଏ ପଙ୍ଖା ଆଉ ଗୋଟିଏ ବଲ୍ବ, ହେଲେ ବିଲ୍ ଆସିଛି ୧୨୮ କୋଟି
ଘରେ ଗୋଟିଏ ପଙ୍ଖା ଆଉ ଗୋଟିଏ ବଲ୍ବ । ହେଲେ ବିଲ୍ ୧୨୮ କୋଟି । ବିଜୁଳିର ଏହି ଶକ୍ତ ଝଟକା ଲାଗିଛି ଉତ୍ତରପ୍ରଦେଶର ଗୋଟିଏ ଗରିବ ପରିବାରକୁ । ବିଜୁଳି ବିଭାଗର ଏହି ବେପରୱା ମନୋଭାବ ଏବେ ସାରା ଦେଶକୁ ସ୍ତବ୍ଧ କରିଛି । ଜଣେ ଗରିବ ବୃଦ୍ଧଙ୍କୁ ୟୁପି ବିଜୁଳି ବିଭାଗ ଧରାଇଦେଇଛି…