Below header
Browsing Tag

hardcore naxal couple arrested

ମାଲକାନଗିରିର କୁଖ୍ୟାତ ମାଓ ଦମ୍ପତି ଗିରଫ, ଚିତ୍ରକୋଣ୍ଡାରେ ଯବାନ୍‌ଙ୍କୁ ଆକ୍ରମଣ ଓ ଭିନିଲ କ୍ରିଷ୍ଣା ଅପହରଣରେ ଥିଲା…

ମାଲକାନଗିରି (କେ ନ୍ୟୁଜ୍‌) : ମୋଷ୍ଟ ଓ୍ଵଣ୍ଟେଡ୍‌ ହାର୍ଡକୋର୍‌ ମାଓବାଦୀ ଦାମୋଦର ଏବଂ ତାର ପତ୍ନୀ ଗିରଫ । ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଭିନିଲ୍ କ୍ରିଷ୍ଣା ଅପହରଣ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଦାମୋଦର ଓ ତାର ପତ୍ନୀ ଗାଙ୍ଗା ମାଢିଙ୍କୁ ବିଶାଖାପାଟଣାରୁ ଧରିଛି ଆନ୍ଧ୍ର ପୋଲିସ ।…