ଓ୍ଵାର୍କଆଉଟ୍ କରିବା ପରେ ମୁଣ୍ଡବିନ୍ଧା ହେଉଛି କି ? ସାବଧାନ ହୋଇପାରେ ବଡ ସମସ୍ୟା
ଫିଟ୍ ରହିବାକୁ, ପ୍ରତିଦିନ ଓ୍ଵାର୍କଆଉଟ୍ କରିବା ଜରୁରୀ । ତେବେ ଅଧିକ ସମୟ ପର୍ଯ୍ୟନ୍ତ ଓ୍ଵାର୍କଆଉଟ୍ କରିବା ଦ୍ୱାରା ପ୍ରବଳ ଗରମ ହେବା ସହ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ ଏବଂ ଗଳା ଶୁଖିଯାଏ । କିନ୍ତୁ ଯଦି ଆପଣ ଓ୍ଵାର୍କଆଉଟ୍ କରିବା ସମୟରେ କିମ୍ବା ପରେ ମୁଣ୍ଡବିନ୍ଧା ହେଉଛି, ତେବେ…