Below header
Browsing Tag

Hearing Kulbhushan Jadhav Case

କୁଳଭୂଷଣ ମାମଲାରେ ମୁହଁ ଖୋଲିଲା ପାକିସ୍ତାନ, ‘ଆଇସିଜେର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ପାଳନ କରିଛୁ’

ବହୁ ଚର୍ଚ୍ଚିତ କୁଳଭୂଷଣ ମାମଲାରେ ରବିବାର ଦିନ ପାକିସ୍ତାନ ନିଜ ବୟାନ ଦେବା ଅବସରରେ କହିଛି ଯେ ସେ ଆଇସିଜେର ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ପାଳନ କରୁଛି। ଏହି ମାମଲାରେ କିଛି ଦିନ ପୂର୍ବେ କୁଳଭୂଷଣଙ୍କ ଓକିଲ ବୟାନ ଦେଇ କହିଥିଲେ ଯେ ନୂଆଦିଲ୍ଲୀକୁ ବିଶ୍ୱାସ ଥିଲା ଯେ ଭାରତ…

ICJରେ କୁଲଭୂଷଣ ଯାଦବ ମାମଲା , ଆଜିଠାରୁ ଆରମ୍ଭ ହେବ ଶୁଣାଣି

କେନ୍ୟୁଜ୍ : ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ୍‌, ICJରେ ଆଜିଠାରୁ ଆରମ୍ଭ ହେବ କୁଲଭୂଷଣ ଯାଦବ ମାମଲାର ଶୁଣାଣି। ହଗ୍‌ରେ ଥିବା ଜାତିସଂଘର ଏହି ଟପ୍‌ କୋର୍ଟରେ ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ପକ୍ଷ ରଖିବେ। ଗୁଇନ୍ଦାଗିରୀ ଓ ଆତଙ୍କବାଦ କାର‌୍ୟ୍ୟକଳାପ ଅଭିଯୋଗରେ କୁଲଭୂଷଣ ଯାଦବଙ୍କୁ…