Below header
Browsing Tag

heatwave warnning

୧୮ରୁ ପୁଣି ଅସ୍ତବ୍ୟସ୍ତ କରିବ ଗ୍ରୀଷ୍ମ ଲହରୀ, ୨୫ରେ ଲଘୁଚାପ !

ଭୁବନେଶ୍ୱର (କେନ୍ୟୁଜ): ବଢିବ ତାତି, ଆସିବ ଲଘୁଚାପ ।  ୧୮ରୁ ପୁଣି ଅସ୍ତବ୍ୟସ୍ତ କରିବ ଗ୍ରୀଷ୍ମ ଲହରୀ । ରାଜ୍ୟରେ ଗ୍ରୀଷ୍ମଲହରୀ ନେଇ ୧୮ତାରିଖରୁ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।  ରାଜ୍ୟ ମଧ୍ୟକୁ ଉଭୟ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ଏବଂ ଉତ୍ତର ପଶ୍ଚିମ ଓ ପଶ୍ଚିମ…

ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର, ଦିନ ୧୧ଟା ୩୦ ସୁଦ୍ଧା ୩୬.୨ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ଉପକୂଳରୁ ନେଇ ଉପାନ୍ତ ସବୁଠି ପ୍ରଚଣ୍ଡ ତାତିରେ ଖଇ ଫୁଟୁଛି । ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଦିନ ୧୧ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ରାଜଧାନୀ । ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲାରେ ୩୬,…