Browsing Tag

heavy rainfall in ganjam

ଲଘୁଚାପ ଜନିତ ପ୍ରବଳ ବର୍ଷାରେ ପାହାଡ଼ରୁ ଖସିଲା ପଥର ତାସହିତ ମାଡିଆସିଲା ପାଣି, ଏବେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଗଞ୍ଜାମ : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ପାହାଡ଼ରୁ ଖସିଲା ପଥର । ପାହାଡ଼ରୁ ପଥର ଖସିବା ସାଙ୍ଗକୁ ପାଣି ମାଡ଼ି ଆସିବାରୁ ଯୋଗାଯୋଗ ବ୍ୟାହତ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ତୁମ୍ବା ଓ ଆଙ୍କୁଲି ପଞ୍ଚାୟତରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଖସିବା ସହ…