ବହୁତ କମ୍ ଦାମରେ କିଣନ୍ତୁ ହିରୋର ଏହି ବଢ଼ିଆ ବାଇକ୍, ମାଇଲେଜ ପୂରା ଜବରଦସ୍ତ
ଅଟୋ ମାର୍କେଟରେ ଗୋଟିଏରୁ ବଳିକି ବହୁତ ବଢ଼ିଆ ବାହନ ମହଜୁଦ ରହିଛି। ଏଥିରେ ସବୁଠାରୁ ଅଧିକ ଦୁଇ ଚକିଆ ଗାଡିର ଡିମାଣ୍ଡ ରହିଛି। ଯେଉଁମାନେ ପ୍ରତିଦିନ ଯିବା ଆସିବା କରୁଛନ୍ତି ସେମାନଙ୍କର ପ୍ରଥମ ପସନ୍ଦ ଦୁଇଚକିଆ ବାହନ। ବଜାରରେ ବି ବହୁତ ବଢ଼ିଆ ବଢ଼ିଆ ବାଇକ ମହଜୁଦ ରହିଛି। ଯାହା ନିଜର ମାଇଲେଜ…