Below header
Browsing Tag

Heroin worth Rs 400 crore seized

ପାକିସ୍ତାନ ବୋଟ୍ରୁ ୪୦୦ କୋଟି ଟଙ୍କାର ହେରୋଇନ୍ ଜବତ

ନୂଆଦିଲ୍ଲୀ : ପାକିସ୍ତାନ ଏକ ବୋଟ୍ରୁ ୪୦୦ କୋଟି ଟଙ୍କାର ହେରୋଇନ୍ ଜବତ ହୋଇଛି। ଗୁଜରାଟ ଉପକୂଳରୁ ଜବତ ହୋଇଛି ଏହି ହେରୋଇନ୍ । ପାକିସ୍ତାନର ଏକ ବୋଟ ୭୭ କେଜି ଓଜନର ହେରୋଇନ୍ ନେଇ ଯାଉଥିଲା । ଏଥିରେ ୬ ଜଣ କ୍ରୀଉ ମେମ୍ବର ଥିଲେ । କଛ ଜିଲ୍ଲାର ଜାଖାଉ ଉପକୂଳରୁ ୩୫ ନଟିକାଲ ମାଇଲ ଦୂରରେ…