Below header
Browsing Tag

high label clearance committee meeting

ଆଜି ବସିବ ହାଇ ଲେବଲ କ୍ଲିୟରାନ୍ସର କମିଟି ବୈଠକ, ୯୨୨ କୋଟିର ପୁଞ୍ଜିନିବେଶ ପ୍ରକଳ୍ପକୁ ମିଳିପାରେ ଅନୁମୋଦନ

ଆଜି ବସିବ ହାଇ ଲେବଲ କ୍ଲିୟରାନ୍ସର କମିଟି ବୈଠକ । ଖାରବେଳ ଭବନରେ ଆଜି ଦିନ ୧୧ଟା ୪୫ ମିନିଟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବ । ଏଥିରେ ୯୨୨ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଥିବା ପ୍ରକଳ୍ପକୁ ଅନୁମୋଦନ ମିଳିପାରେ । ଏହାସହ ପର୍ଯ୍ୟଟନ , ଖାଦ୍ୟ…