Below header
Browsing Tag

home made drink

ସକାଳେ ଉଠିବା ପରେ ଥକ୍କା ଅନୁଭବ କରୁଛନ୍ତିକି, ତେବେ ନିୟମିତ ପିଅନ୍ତୁ ଏହି ହୋମ ମେଡ଼ ଡ୍ରିଙ୍କ

କର୍ମ ବ୍ୟସ୍ତତା ଦିନ କୁ ଦିନ ବଢି ଚାଲିଥିବାରୁ ସାଧାରଣ ଲୋକେ ଆଉ ନିଜ ଖାଦ୍ୟ ପେୟ, ଦିନଚର୍ଯ୍ୟା ଉପରେ ସେତେଟା ଧ୍ୟାନ ଦେଇ ପାରୁନାହାନ୍ତି । ଏମିତି ନିୟମିତ ଲାଗି ରହିବା କାରଣରୁ ଧରିର ଦୁର୍ବଳ ହେବା ସହିତ ଥକ୍କାପଣ ଅନୁଭବ ହୋଇଥାଏ । ଏଥିପାଇଁ ଆପଣଙ୍କୁ ନିଜ ଡାଏଟ ଉପରେ ଖାସ ଧ୍ୟାନ…