ଦମଦାର କ୍ୟାମେରା ସହ ବଜାରକୁ ଆସିଲା Honor 9X Pro, କମ ଦରରେ ୟୁଜର୍ସ ପାଇପାରିବେ ଏହି ସବୁ ସାନଦାର ଫିଚର୍ସ
ଚୀନର ଫୋନ ନିର୍ମାତା କମ୍ପାନୀ ଅନର ନିଜ ଲାଟେଷ୍ଟ ସ୍ମାର୍ଟଫୋନ Honor 9X Proକୁ ବିଶ୍ୱସ୍ତରୀୟ ଭାବେ ଲଞ୍ଚ କରିଛି । ୟୁଜରଙ୍କୁ ଏହି ଡିଭାଇସରେ କିରିନ ୮୧୦ ଚିପସେଟ, ଦମଦାର କ୍ୟାମେରା ଓ ବ୍ୟାଟେରୀର ସପୋର୍ଟବି ମିଳିପାରିବ । ଏହା ପୂର୍ବରୁ କମ୍ପାନୀ ନିଜ ଅନର ୯ ଏକ୍ସ କୁ ଭାରତୀୟ ବଜାରରେ…