Browsing Tag

hotel hospital

ନନ୍‌ କ୍ରିଟିକାଲ କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ବିଏମ୍‌ସିର ନୂଆ ଯୋଜନା,ହୋଟେଲରେ ହେବ ହସ୍‌ପିଟାଲ

କେନ୍ୟୁଜ୍‌(ବ୍ୟୁରୋ): ରାଜଧାନୀରେ ହୋଟେଲରେ ହେବ ହସ୍‌ପିଟାଲ। ନନ୍‌ କ୍ରିଟିକାଲ କୋଭିଡ ରୋଗୀଙ୍କୁ ଚିକିତ୍ସା ପାଇଁ ବିଏମ୍‌ସିର ନୂଆ ଯୋଜନା ଆରମ୍ଭ କରିଛି। ହସ୍‌ପିଟାଲ ମାନଙ୍କରେ ଗୁରୁତର ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବେଡ୍‌ର ଅଭାବ ଦେଖାଯାଉଛି। ଏଭଳି ସ୍ଥଳେ ଅନେକ ଗୁରୁତରଙ୍କୁ ବେଡ୍‌…