Browsing Tag

husband neglect wife

ବାଲେଶ୍ୱର: ନ୍ୟାୟ ପାଇଁ ସ୍ୱାମୀର ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ

ବାଲେଶ୍ୱର(କେନ୍ଯୁଜ୍): ନ୍ୟାୟ ପାଇଁ ସ୍ୱାମୀର ଘର ଆଗରେ ଧାରଣାରେ ବସିଲେ ସ୍ତ୍ରୀ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ବାଲିଆପାଳ ଥାନାର ଦ୍ୱାରସ୍ଥ ପରେ ମଧ୍ୟ କୌଣସି ନ୍ୟାୟ ନମିଳିବାରୁ ସ୍ୱାମୀର ଘର ଆଗରେ ବସିଛନ୍ତି ମହିଳା ଜଣକ। ଅଭିଯୋଗ ଅନୁଯାୟୀ, ବାଲିଆପାଳ…