Below header
Browsing Tag

hydrabad encounter

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା, ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର ଘଟଣାର ହେବ ନ୍ୟାୟିକ ତଦନ୍ତ

ନୂଆଦିଲ୍ଲୀ : ହାଇଦ୍ରାବାଦରେ ଭେଟନାରୀ ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟାର ୪ ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର ଘଟଣାର ହେବ ନ୍ୟାୟିକ ତଦନ୍ତ। ସୁପ୍ରିମକୋର୍ଟ ତିନି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ନେତୃତ୍ୱ ନେବେ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଭିଏସ ସିରପୁରକ।…