Below header
Browsing Tag

india mens hockey team is in final

ଟୋକିଓ ଅଲିମ୍ପିକସ: ଭାରତର ଭାଙ୍ଗିଲା ଅଲିମ୍ପିକ ସ୍ବର୍ଣ୍ଣ ପଦକ ଆଶା, ଏବେ ଲଢ଼ିବ ବ୍ରୋଞ୍ଜ ପାଇଁ

ନିରାଶ କଲା ଭାରତ। ମଉଳିଲା ସ୍ବର୍ଣ୍ଣ ପଦକ ଜିତିବା ଆଶା। ଭାରତକୁ ହରାଇ ୫-୨ରେ ଜିତିଲା ବେଲଜିୟମ୍। ଭାରତୀୟ ପୁରୁଷ ହକି ଟିମ୍ ଫାଇନାଲରୁ ବାହାରିଲା। ତେବେ ପଦକ ପାଇବା ଆଶା ଏବେ ବି ଯାଇନାହିଁ। ଏବେ ବ୍ରୋଞ୍ଜ ପାଇଁ ଲଢ଼ିବ ଭାରତ। ସୂଚନାଯୋଗ୍ୟ ଯେ ଆଜି ଅଲିମ୍ପିକ୍ସରେ ଭାରତ-ବେଲଜିୟମ…