Browsing Tag

Indian film association bans Pakistan artist

ପାକିସ୍ତାନୀ କଳାକାରଙ୍କୁ ବଲିଉଡକୁ ନୋ ଏଣ୍ଟ୍ରି , ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ କଲା ଘୋଷଣା

ମୁମ୍ବାଇ : ପାକିସ୍ତାନୀ କଳାକାରଙ୍କୁ ବଲିଉଡକୁ ନୋ ଏଣ୍ଟ୍ରି। ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିଜ ଦ୍ୱାର ସେମାନଙ୍କ ପାଇଁ ବନ୍ଦ। ପାକିସ୍ତାନ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛି ଅଲ୍‌ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ। ଏନେଇ ସଂଘ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ…