Below header
Browsing Tag

information commissioner

କିଏ ହେବେ ମୁଖ୍ୟ ସୂଚନା କମିସନର? ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ୍‌ରେ ବସିବ ବୈଠକ

ଭୁବନେଶ୍ବର(କେନ୍ଯୁଜ୍): କିଏ ହେବେ ମୁଖ୍ୟ ସୂଚନା କମିସନର । ଚର୍ଚ୍ଚାରେ ଆଇପିଏସ୍‌ ଅଫିସରଙ୍କ ନାଁ । ଖାଲି ପଡିଛି ରାଜ୍ୟ ମୁଖ୍ୟ ସୂଚନା କମିସନର ପଦବି । ଏହି ପଦବିର ନିଯୁକ୍ତି ପାଇଁ ଆଜି ବସିବ ଚୟନ କମିଟି ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ରେ ହେବାକୁ…

ରାଜ୍ୟ ସୂଚନା କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ,ବରିଷ୍ଠ ଆଇନଜୀବୀ ବିକ୍ରମ ସେନାପତି

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସୂଚନା କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ ଏବଂ ବରିଷ୍ଠ ଆଇନଜୀବୀ ବିକ୍ରମ ସେନାପତି । ଆଜି ଉଭୟଙ୍କୁ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । Hon'ble Governor…