Below header
Browsing Tag

instagram news feature

ଇନଷ୍ଟାଗ୍ରାମରେ ଆସିଲା ନୂଆ ଫିଚର, ଏବେ ପ୍ରୋଫାଇଲ ଫଟୋରେ ରଖିପାରିବେ ଗୀତ

ଯଦି ଆପଣ ଇନଷ୍ଟାଗ୍ରାମରେ ଆକ୍ଟିଭ ଅଛନ୍ତି ତେବେ ଏହି ଫିଚର ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏବେ ଇନଷ୍ଟାଗ୍ରାମ ଏକ ନୂଆ ଫିଚର ଆଣିଛି ଯେଉଁଥିରେ ଆପଣମାନେ ନିଜ ପ୍ରୋଫାଇଲ ଫଟୋରେ ଏକ ଗୀତ ରଖିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଫିଚର ବିଷୟରେ... ଆଜିକାଲି ଏଭଳି…

ସବୁଠୁ ଶାନଦାର ଫିଚରକୁ କଲା ଲଞ୍ଚ, ଥରେ କରିପାରିବେ ୬ ଫଟୋ ସେୟାର, ଥରେ ପଢ଼ନ୍ତୁ କେମିିତି

ଆଜିର ଦୁନିଆରେ ଲୋକମାନେ ଫଟୋ ସେୟାର କରିବା ପାଇଁ ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମର ବ୍ୟବହାର କରୁଛନ୍ତି। ସେହିପରି ଇନଷ୍ଟାଗ୍ରାମ ମଧ୍ୟ ନିଜର ୟୁଜର୍ସଙ୍କୁ ଉତ୍ତମ ଫିଲିଙ୍ଗସ୍‌ ଦେବା ପାଇଁ ଲଗାତାର ନୂଆ ନୂଆ ଫିଚର୍ସ ଲଞ୍ଚ କରୁଛି। ଏବେ ଇନଷ୍ଟାଗ୍ରାମ ନିଜର ୟୁଜର୍ସଙ୍କ ପାଇଁ ଲେ-ଆଉଟ୍‌…