Below header
Browsing Tag

Jacob Martin

ପୂର୍ବତନ ଖେଳାଳି ଜ୍ୟାକୁବ ମାର୍ଟିନଙ୍କ ଚିକିତ୍ସା ପାଇଁ କୄନାଲ ପାଣ୍ଡ୍ୟା ଦେଲେ ବ୍ଲାଙ୍କ୍ ଚେକ୍

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ସଦସ୍ୟ ଜ୍ୟାକବ ମାର୍ଟିନ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏକ ସଡ଼କ ଦୁର୍ଘଟଣାରେ ମାର୍ଟିନ ଗୁରୁତର ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି । ଏପଟେ ତାଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ଅର୍ଥ ଯୋଗାଡ଼ ପାଇଁ ସଂଘର୍ଷ କରୁଛନ୍ତି । ସେମାନେ ବିସିସିଆଇକୁ…