Below header
Browsing Tag

jajpur mp

ଯାଜପୁର: ଦୀର୍ଘଦିନ ଧରି ଅଚଳ ହୋଇପଡିଥିବା ମୋବାଇଲ ଟାୱାର ସାଂସଦଙ୍କ ହସ୍ତକ୍ଷେପରେ ହେଲା ଚାଲୁ , ଉପକୃତ ହେଲେ ଜନତା

ଯାଜପୁର ଟାଉନ(କେନ୍ୟୁଜ):  ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଞ୍ଚାୟତରେ ରହିଥିବା ବିଏସଏନଏଲ ଟାୱାର ଟି ଦୀର୍ଘଦିନ ଧରି ଅଚଳ ହୋଇପଡିଥିଲା । ପଂଳରେ ସାଧାରଣ ଲୋକେ ନାହିଁ ନଥିିବା ଅସୁବିଧା ଭୋଗ କରୁଥିଲେ । ବିଶେଷ କରି କୋରୋନା ସମୟରେ ଲୋକେ ସେମାନଙ୍କ ସଂପର୍କିୟ ଙ୍କ ସହିତ କଥାବାର୍ତା ହେବା ଅବା…